Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ଗୋପାଳପୁର ଛକରେ ଓଲଟି ପଡିଲା ବସ୍

Smruti Parija
Browse all articles by Smruti Parija
·2 years ago
କଟକ ଗୋପାଳପୁର ଛକରେ ଓଲଟି ପଡିଲା ବସ୍

ଅର୍ଗସ ବ୍ୟୁରୋ: କଟକ ଗୋପାଳପୁର ଛକରେ ଓଲଟିଲା ବସ୍ । ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ଏନଏଚ-16 ରେ ଓଲଟି ପଡିଲା ବସ୍ । ଜମେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଲେ ଏବେ ସୁଦ୍ଧା 16 ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପହଞ୍ଚିଛି ଆମ୍ବୁଲାନ୍ସ । ଉଦ୍ଧାରଯାତ୍ରୀଙ୍କୁ କଟକ ବଡ ଡାକ୍ତରକାନାଙ୍କୁ ସ୍ଥାନାନ୍ତରିତ  କରାଯାଉଛି । ବସ୍ ଝରକା ପଟେ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ବସ୍ ର ନାଁ ଚନ୍ଦନ ବସ । ଜଣେ ସାଇକେଲ ଆରୋହୀଙ୍କ ଉପରେ ଓଲଟିପଡିଲା ବସ୍ । ପରେ ଡିଭାଇଡରରେ ପିଟି ହେଲା । ସେପଟେ କଟକ-ଭୁବନେଶ୍ୱର ରାସ୍ତା ଜାମ୍ ହୋଇଥିବା ସୂଚନା ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BUS-OVERTURNED-IN-NH-16 | Argus News