|
logo
Live
Argus News App
GET APP

Argus News - 250 ମିଟର ଖାଇକୁ ଖସିଲା ବସ୍ , 30 ଯାତ୍ରୀ ମୃତ

Odisha

250 ମିଟର ଖାଇକୁ ଖସିଲା ବସ୍ , 30 ଯାତ୍ରୀ ମୃତ

Smruti Parija
Browse all articles by Smruti Parija
·2 years ago
250 ମିଟର ଖାଇକୁ ଖସିଲା ବସ୍ , 30 ଯାତ୍ରୀ ମୃତ

ଅର୍ଗସ ବ୍ୟୁରୋ: ଗଭୀର ଖାଇ ଭିତରକୁ ଖସିଲା ବସ୍ । ଫଳରେ ଏବେ ସୁଦ୍ଧା 30 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁକାଶ୍ମୀର ଦୋଡା ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସଟି କିସ୍ତୱାଡ୍ ରୁ ଜମ୍ମୁ ଅଭିମୁଖେ ଯାଉଥିଲା । ଅସର ଅଞ୍ଚଳର ତୁଙ୍ଗରରେ ବସଟି 250 ମିଟର ଖାଇକୁ ଖସି ପଡିଛି । ଏବେ ସୁଦ୍ଧା 30 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ସେପଟେ ସ୍ଥାନୀୟ ଲୋକ ଦୋଡା ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ଖବର ଦେବା ପରେ ପୋଲିସ ପହଞ୍ଚିଛି । ଉଭୟ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । 

ବସ ସହ କାର ମୁହାଁ ମୁଁହି ଧାକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
250 ମିଟର ଖାଇକୁ ଖସିଲା ବସ୍ , 30 ଯାତ୍ରୀ ମୃତ | Argus News