Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଢେ ୮ରେ ୩୬ ଛୁଇଁଲା ତାପମାତ୍ରା 

Odisha

ସାଢେ ୮ରେ ୩୬ ଛୁଇଁଲା ତାପମାତ୍ରା 

Manini Pattanayak
Browse all articles by Manini Pattanayak
·2 years ago
ସାଢେ ୮ରେ ୩୬ ଛୁଇଁଲା ତାପମାତ୍ରା 

ଭୁବନେଶ୍ୱର:  ଜଳୁଛି ଓଡ଼ିଶା। ସିଜୁଛନ୍ତି  ଜନସାଧାରଣ।   ନା ଦିନରେ ଘରୁ ବାହାରି ହେଉଛି ନା ରାତିରେ ଘରେ ରହି ହେଉଛି।  ତତଲା ପବନ ସହ ଗରମରେ ଛଟପଟ ଲୋକେ। ପିଲାଠୁ  ବୁଢା ସମସ୍ତେ  ଗରମ ପାଇଁ ଛଟପଟ ହେଉଛନ୍ତି।

ଅଧିକ ପଢନ୍ତୁ :  ଆହୁରି ବଢିବ ତାତି, ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଆଜି ସକାଳ ସକାଳ 8ଟା 30 ସୁଦ୍ଧା ୩୬ ଛୁଇଁଛି ତାପମାତ୍ରା।  ବାଲେଶ୍ବର ଓ ଅନୁଗୁଳରେ ସର୍ବାଧିକ 36 ତାପମାତ୍ରା ରେକର୍ଡ  କରାଯାଇଥିବାବେଳେ  ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Sponsored
By 8:30 AM, the temperature was recorded at 36°C in Balasore and Angul. | Argus News