Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ୮.୩୦ ରେ ଲୋକସେବା ଭବନରେ ବସିବ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago
ରାତି ୮.୩୦ ରେ ଲୋକସେବା ଭବନରେ ବସିବ ବୈଠକ

ଅର୍ଗସ ବ୍ୟୁରୋ:  ଆଜି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ରାତି ୮.୩୦ ରେ ଲୋକସେବା ଭବନରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଯୋଗ ଦେବେ ମନ୍ତ୍ରୀ ମଣ୍ଡଳର ସଦ୍ୟସଙ୍କୁ ଫୋନ କଲ ଯାଇଛି । ମୋହନ ସରକାରଙ୍କ ଏହା ତୃତୀୟ କ୍ୟାବିନେଟ ବୈଠକ । ପୂର୍ବରୁ ଦୁଇଟି କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cabinet meeting to be held today | Argus News