ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପ୍ରଚାର ଶେଷ
·1 year ago

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପ୍ରଚାର ଶେଷ । ନଭେମ୍ବର ୨୦ରେ ଝାଡ଼ଖଣ୍ଡରେ ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମହାରାଷ୍ଟ୍ରରେ ୨୮୮ ଆସନରେ ହେବ ମତଦାନ ହେବ । ମହାରାଷ୍ଟ୍ରରେ ୪,୧୩୬, ଝାଡଖଣ୍ଡରେ 528 ପ୍ରାର୍ଥୀଙ୍କ ଆସନ୍ତାକାଲି ଭାଗ୍ୟ ପରୀକ୍ଷାର ଦିନ । ନଭେମ୍ବର ୨୩ରେ ହେବ ଭୋଟ ଗଣତି ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପ୍ରଚାର ଶେଷ ହୋଇଛି । ନଭେମ୍ବର ୨୦ରେ ଝାଡ଼ଖଣ୍ଡରେ ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମହାରାଷ୍ଟ୍ରରେ ୨୮୮ ଆସନରେ ହେବ ମତଦାନ । ମହାରାଷ୍ଟ୍ରରେ ୪,୧୩୬, ଝାଡଖଣ୍ଡରେ 528 ପ୍ରାର୍ଥୀଙ୍କ ଆସନ୍ତାକାଲି ଭାଗ୍ୟ ପରୀକ୍ଷାର ଦିନ । ନଭେମ୍ବର ୨୩ରେ ହେବ ଭୋଟ ଗଣତି ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: