Videos
|
Odisha

୩୦ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ୍‌ 

Manini Pattanayak
Browse all articles by Manini Pattanayak
·2 years ago
୩୦ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ୍‌ 

ଭୁବନେଶ୍ୱର:  ୩୦ ଯାଏଁ ଛୁଟି ମନା।  ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା। ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ  ସାଧାରଣ ପ୍ରଶାସନ  ବିଭାଗ  ଏସିଏସଙ୍କ ପକ୍ଷରୁ ଚିଠି  ଲେଖାଯାଇଛି।  ନୂଆ ସରକାର ହେଉଥିବାରୁ ବିଭିନ୍ନ  ସ୍ତରରେ  କାର୍ଯ୍ୟକ୍ରମ  ଚାଲିବ।

ସେଥିପାଇଁ  ୩୦ ପର୍ଯ୍ୟନ୍ତ  କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ।  ହେଡକ୍ୱାର୍ଟର ନଛାଡିବାକୁ ମଧ୍ୟ  ଅଧିକାରୀଙ୍କ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତି ନରହିବାକୁ କୁହାଗଲା।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cancellation of officers' leave till 30th | Argus News