Videos
|
Odisha

୯୧ ଜଣ ବିଡିଓଙ୍କ ବିରୋଧରେ ଅଭିଯୋଗ ବିଚାରାଧୀନ

Swayangprajna Mishra
Browse all articles by Swayangprajna Mishra
·1 year ago
୯୧ ଜଣ ବିଡିଓଙ୍କ ବିରୋଧରେ ଅଭିଯୋଗ ବିଚାରାଧୀନ

ଅର୍ଗସ ବ୍ୟୁରୋ : ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ। ରାଜ୍ୟର ୯୧ ଜଣଙ୍କ ବିଡିଓଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ସରକାର ସମୀକ୍ଷା କରୁଛନ୍ତି।

ଅଧିକ ପଢନ୍ତୁ : ଭତ୍ତା ଟଙ୍କା ଅନିୟମିତତା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଏ ସମ୍ପର୍କରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
case pending against 91 bdo | Argus News