Videos
|
Odisha

ହିଞ୍ଜିଳିରେ ଗୋରୁ ବୋଝେଇ ଭ୍ୟାନ୍ ଜବତ

Ritu Das
Browse all articles by Ritu Das
·1 year ago
ହିଞ୍ଜିଳିରେ ଗୋରୁ ବୋଝେଇ ଭ୍ୟାନ୍ ଜବତ

ଅର୍ଗସ ବ୍ୟୁରୋ: ଆଜି ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ଠାରେ ମଧ୍ୟରାତ୍ରିରେ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ହିଞ୍ଜିଳି ପୋଲିସ। ସୂଚନା ଅନୁସାରେ ଏକ ଗୋରୁ ବୋଝେଇ ଭ୍ୟାନ୍ ହିଞ୍ଜିଳିରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ବେଳେ ହିଞ୍ଜିଳି ବଜରଙ୍ଗ ଦଳର କିଛି କର୍ମୀ ମାନେ ଗୋରୁ ବୋଝେଇ ଭ୍ୟାନକୁ ଜବତ କରି ପୋଲିସକୁ ଜଣାଇଥିଲେ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cattle-carrying | Argus News