କେନ୍ଦ୍ରାପଡ଼ା ପୌରପାଳିକାରେ ଗୋରୁଙ୍କ ଆତଙ୍କ
·1 year ago

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରପାଳିକାରେ ଗୋରୁଙ୍କ ଆତଙ୍କ । ବୁଲା ଗାଇ ଗୋରୁଙ୍କ ପାଇଁ ସହରର ସ୍ଵଚ୍ଛତା ସାଙ୍ଗକୁ ଟ୍ରାଫିକ ସମସ୍ୟା ଉଦବେଗ ଜନକ । ଗତ କିଛି ଦିନ ହେବ ପୌରପାଳିକାର ଅପାରଗତା ପାଇଁ ସହର ମଝିରେ ବୁଲା ଗାଈ ଗୋରୁଙ୍କ ଆତଙ୍କ ଦେଖାଦେଇଛି ।
ବିଶେଷ କରି ସହରର ତିନିମୁହାଣୀ ବଡ଼ହାଟ କାକଟ ନୂଆବସଷ୍ଟାଣ୍ଟ ବଣିଆମାଳ ଶାନ୍ତଶାହି ସମେତ ଅନ୍ୟନ୍ୟ ବଜାରରେ ଓ ସରକାରୀ କାର୍ଯ୍ୟାଳୟ ପରିସରରେ ବୁଲା ଗାଈ ଗୋରୁଙ୍କ ଗୁହାଳ ପାଲଟିଛି । ଯାହାକୁ ନେଇ କେନ୍ଦ୍ରାପଡ଼ା ସହରରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: