ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
·1 year ago

ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାମାନେ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: