Videos
|
Odisha

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Swayangprajna Mishra
Browse all articles by Swayangprajna Mishra
·1 year ago
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅର୍ଗସ ବ୍ୟୁରୋ :  ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଗସ୍ତରେ ଆସିବେ ରେଳମନ୍ତ୍ରୀ। ହାୱଡାରୁ ଟ୍ରେନ ଯୋଗେ ବାଙ୍ଗିରିପୋଷି ଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ। ଏହା ପରେ ପୁଣି ବାଙ୍ଗିରିପୋଷିରୁ ଟ୍ରେନ ଯୋଗେ ବାଲେଶ୍ଵର ଷ୍ଟେସନ ପହଞ୍ଚି ସେଠି ଫୁଟ ଓଭର ବ୍ରିଜର ଉଦଘାଟନ କରିବେ।

ଏହା ପରେ ସେ ପୁଣି ବାଲେଶ୍ଵର ଷ୍ଟେସନରୁ ଟ୍ରେନ ଯୋଗେ କଟକ ଷ୍ଟେସନ ପହଞ୍ଚି କଟକ ରେଲୱେ ଷ୍ଟେସନରେ ଦ୍ଵିତୀୟ ଗେଟର ଉଦଘାଟନ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Central Railway Minister Ashwini vaishnaw will come to Odisha tomorrow | Argus News