Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଜୁରାଟରେ ଆତଙ୍କ ସୃଷ୍ଟି କରୁଛି ଚଣ୍ଡିପୁରା ଭାଇରସ୍

Manini Pattanayak
Browse all articles by Manini Pattanayak
·1 year ago
ଗୁଜୁରାଟରେ ଆତଙ୍କ ସୃଷ୍ଟି କରୁଛି ଚଣ୍ଡିପୁରା ଭାଇରସ୍

ନୂଆଦିଲ୍ଲୀ: ଗୁଜୁରାଟରେ ଆତଙ୍କ ସୃଷ୍ଟି କରୁଛି ଚଣ୍ଡିପୁରା ଭାଇରସ୍। ଏଥରେ ସଂକ୍ରମିତ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଶେଷ ଭାବରେ ଏହା ଛୋଟ ଶିଶୁ ମାନଙ୍କୁ ସଂକ୍ରମିତ କରୁଛି।

ଏହି ଭାଇରସ୍ ର ଲକ୍ଷଣ ଫ୍ଲୁ ଭଳି।  ମଶା, ମାଛି ଏବଂ କୀଟପତଙ୍ଗ ଦ୍ବାରା ଏହା ବ୍ୟାପୁଥିବାର ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chandipura virus is causing panic in Gujarat | Argus News