|
logo
Live

Argus News - ଗୃହ ଆରମ୍ଭରୁ ଗୃହରେ ହଟ୍ଟଗୋଳ

Odisha

ଗୃହ ଆରମ୍ଭରୁ ଗୃହରେ ହଟ୍ଟଗୋଳ

Rashmita Mishra
Browse all articles by Rashmita Mishra
·1 year ago
ଗୃହ ଆରମ୍ଭରୁ ଗୃହରେ ହଟ୍ଟଗୋଳ

ଅର୍ଗସ ବ୍ୟୁରୋ: ବଜେଟ ଅଧିବେଶନ ଦ୍ଵିତୀୟ ପଯ୍ୟାୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ଛାତ୍ର ସଂସଦ ନିର୍ବାଚନ ଦାବିରେ ଗୃହ ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ନାରା ବାଜି । ଏହାକୁ ଦୃଷ୍ଟିରେ ରଖି ୧ ଘଣ୍ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ଦିନ ୧୧ଟା ୪୪ ଯାଏଁ ଗୃହ ମୁଲତବି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୃହ ଆରମ୍ଭରୁ ଗୃହରେ ହଟ୍ଟଗୋଳ | Argus News