Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5 ଶହ କୋଟି କର୍ପସ ଫଣ୍ଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି  ଧନ୍ୟବାଦ ଦେଲା ଛତିଶାନିଯୋଗ

Odisha

5 ଶହ କୋଟି କର୍ପସ ଫଣ୍ଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି  ଧନ୍ୟବାଦ ଦେଲା ଛତିଶାନିଯୋଗ

Smruti Parija
Browse all articles by Smruti Parija
·2 years ago
5 ଶହ କୋଟି କର୍ପସ ଫଣ୍ଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି  ଧନ୍ୟବାଦ ଦେଲା ଛତିଶାନିଯୋଗ

ପୁରୀ: ପୁରୀ ମନ୍ଦିର ପାଇଁ ମୋହନ ସରକାର  କରିଥିବା 5 ଶହ କୋଟି ଟଙ୍କାର କରପସ ଫଣ୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲା ଛତିଶାନିଯୋଗ । ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ  ସମାପନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି । 

1971 ମସିହା ଭଳି ଅତି ସୁନ୍ଦର ଭାବେ ରଥଯାତ୍ରା ସମାପନ ହେବ ବୋଲି ଛତିଶାନିଯୋଗ କହିଛି । କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ଆଲୋଚନା ହୋଇ ନାହିଁ ବୋଲି ଛତିଶାନିଯୋଗ କହିଛି । ଏହି ବୈଠକରେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ମୁଖ୍ୟ ସାଶନ ସଚିବ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
chhatisha-nijoga-meeting | Argus News