ପୁଣି ଲାଲ ଆତଙ୍କ : ଛତିଶଗଡ଼ ବିଜାପୁରରେ ପୋଲିସ ନକ୍ସଲ ଗୁଳିବିନିମୟ
·2 years ago

ଅର୍ଗସ ବ୍ୟୁରୋ : ଛତିଶଗଡ଼ ବିଜାପୁରରେ ପୁଣି ଲାଲ ଆତଙ୍କ । ପୋଲିସ ନକ୍ସଲ ଗୁଳିବିନିମୟ ବେଳେ ବଡ଼ ଅଘଟଣ । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଲା ୬ ବର୍ଷର ଶିଶୁ । ଦୁଇ ଜଣ DRG ଯବାନ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ।
ଅଧିକ ପଢନ୍ତୁ ଭାରତ ଖବର
ମୃତ ଶିଶୁର ମାଆଙ୍କ ହାତରେ ମଧ୍ୟ ଗୁଳି ବାଜିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଜାପୁର ASP । ତେବେ ଏହି ଏନକାଉଣ୍ଟରରେ ଭେରମଗଡ଼ ଏରିଆ କମିଟି ମୁଖ୍ୟ ଚନ୍ଦ୍ରନା ସମେତ ଅନ୍ୟ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଜଙ୍ଗଲରେ କୁମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରିଛନ୍ତି ଯବାନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: