Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ପୁରୀ ଗସ୍ତରେ ଯିବେ ମୋହନ 

Odisha

ଆଜି ପୁରୀ ଗସ୍ତରେ ଯିବେ ମୋହନ 

Manini Pattanayak
Browse all articles by Manini Pattanayak
·1 year ago
ଆଜି ପୁରୀ ଗସ୍ତରେ ଯିବେ ମୋହନ 

 ପୁରୀ: ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସିଆର୍ ପାଟିଲ୍।

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ମାଟିରେ ପହଁଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କରିବେ ମାଲ୍ୟାର୍ପଣ।  ଆଇ ଏଚ୍ ଏଚ୍ ଏଲ ଲାଭାର୍ଥୀଙ୍କ ସହ ଆଲୋଚନା କରିବେ। ଶିଶୁପାଳଗଡ଼ରେ ବର୍ଜ୍ୟ ପରିଚାଳନା କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Charan Majhi and Union Water Resources Minister C. R. Patil will visit Puri today. | Argus News