Videos
|
Odisha

ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·2 years ago
ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ:  ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଓ କାଲି ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆଜି ପଶ୍ଚିମ ସିଂଭୂମର ଜଗନ୍ନାଥପୁର ଯିବେ ସିଏମ। ଆସନ୍ତାକାଲି ଚାଇଁବାସାର କୋଲହାନ ଯିବା ନେଇ ସୂଚନା। ଝାଡ଼ଖଣ୍ଡରେ ଥିବା ଓଡ଼ିଆଙ୍କୁ ଭେଟିବେ ମୋହନ। ଓଡ଼ିଆ ସମାଜ ସହ ରାଞ୍ଚିରେ କରିବେ ଆଲୋଚନା। ରାତିରେ ରାଞ୍ଚିରେ କରିବେ ରାତ୍ରୀ ରହଣୀ। ରାଞ୍ଚିରେ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବେ। ଏ ଅବସରରେ ସେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: