Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Manini Pattanayak
Browse all articles by Manini Pattanayak
·2 years ago
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର:  ସମ୍ବଲପୁରରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ ।  ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ୧୩୭ ମନ୍ଦରକୁ ନିମନ୍ତ୍ରଣ କରାଯାଇଛି।   ମୁଖ୍ୟମନ୍ତ୍ରୀ ମା ସମଲେଇ ଙ୍କ ଦର୍ଶନ ପରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି।  ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ପ୍ରକଳ୍ପର ଆରମ୍ଭ।

ଗୋଟିଏପଟେ ପ୍ରକଳ୍ପ ଉଦଘାଟନ ହୋଇଯାଉଛି । ଅନ୍ୟପଟେ ଏବେବି ସମଲେଇ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ମିଳିନି କ୍ଷତିପୂରଣ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘଦିନରୁ ଧାରଣାରତ ବିସ୍ଥାପିତଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ୍ । ଶହ ଶହ ବର୍ଷର ଘୁଡଘୁଡି ପଡା ରହୁଥିବା ବିସ୍ଥାପିତ ପରିବାର ମାଆ ସମଲେଇ ସେବାରେ ଲାଗି ରହିଥିଲେ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Naveen Patnaik launched the samalei prakalpa | Argus News