Chocolate Rakhi in Trends / ଆସୁଛି ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା; ଟ୍ରେଣ୍ଡିଂରେ 'ଚକୋଲେଟ୍ ରାକ୍ଷୀ'
·1 hour ago·2 min read

Key Points
ବଜାରରେ ଟ୍ରେଣ୍ଡ କରୁଛି 'ଚକୋଲେଟ୍ ରାକ୍ଷୀ'
ସମ୍ପର୍କରେ ଭରିବ ମିଠା, ପରିବେଶକୁ ଦେବ ସୁରକ୍ଷା
ସମ୍ପର୍କରେ ଭରିବ ମିଠା, ପରିବେଶକୁ ଦେବ ସୁରକ୍ଷା
ଭୁବନେଶ୍ଵର: ଦିନ କେଇଟା ପରେ ସ୍ନେହ ଆଉ ଶ୍ରଦ୍ଧାର ପର୍ବ ରାକ୍ଷୀ ପୂର୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ସଜବାଜ ହେଲେଣି ସବୁ ଭଉଣୀ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଂଚଳ । ଆଉ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜାରକୁ ଆସିଛି ଭଳିକି ଭଳି ଆକର୍ଷଣୀୟ ରାକ୍ଷୀ । ହେଲେ ଏଥର ବଜାରର ସବୁଠୁ ବଡ଼ ଆକର୍ଷଣ ପାଲଟିଛି 'ଚକୋଲେଟ୍ ରାକ୍ଷୀ' । ଭାଇର ହାତରେ ରାକ୍ଷୀ ଶୋଭା ପାଇବା ସହ ସେହି ରାକ୍ଷୀରୁ ହିଁ ମିଳିବ ମୁହଁ ମିଠା କରିବାର ମଜା ।

ପଢନ୍ତୁ ଏହି ଖବର: ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ? ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
ଭାରତୀୟ ସଂସ୍କୃତି ଓ ପରମ୍ପରାର ମହତ୍ତ୍ୱକୁ ବଜାୟ ରଖିବା ସହ ଉଚିତ୍ ମୂଲ୍ୟରେ ଏଭଳି ଗୁଣାତ୍ମକ ରାକ୍ଷୀ ପାଇ ଗ୍ରାହକ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ପବିତ୍ର ସମ୍ପର୍କରେ ମିଠା ଭରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଥିବା ଏହି ନିଆରା ରାକ୍ଷୀ, ସୃଜନଶୀଳ ଶିଳ୍ପୀଙ୍କ ପାଇଁ ଆଜି ନିଜର ଆତ୍ମନିର୍ଭରଶୀଳତା ଓ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି । ଯଦି ଆପଣ ବି ଏଭଳି ରାକ୍ଷୀ କିଣିବାକୁ ଇଛୁକ, ତେବେ ମୋବାଇଲ ନମ୍ବର ୮୮୯୫୭୫୨୪୭୪ ଯୋଗେ ଅର୍ଡର କରିପାରିବେ ।
- ଏଥର ଟ୍ରେଣ୍ଡରେ ଚକୋଲେଟ୍ ରାକ୍ଷୀ
- ପରିବେଶକୁ ସୁରକ୍ଷା ଦେବା ପରି ରାକ୍ଷୀ
ପଢନ୍ତୁ ଏହି ଖବର: ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ? ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
ଭାରତୀୟ ସଂସ୍କୃତି ଓ ପରମ୍ପରାର ମହତ୍ତ୍ୱକୁ ବଜାୟ ରଖିବା ସହ ଉଚିତ୍ ମୂଲ୍ୟରେ ଏଭଳି ଗୁଣାତ୍ମକ ରାକ୍ଷୀ ପାଇ ଗ୍ରାହକ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ପବିତ୍ର ସମ୍ପର୍କରେ ମିଠା ଭରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଥିବା ଏହି ନିଆରା ରାକ୍ଷୀ, ସୃଜନଶୀଳ ଶିଳ୍ପୀଙ୍କ ପାଇଁ ଆଜି ନିଜର ଆତ୍ମନିର୍ଭରଶୀଳତା ଓ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି । ଯଦି ଆପଣ ବି ଏଭଳି ରାକ୍ଷୀ କିଣିବାକୁ ଇଛୁକ, ତେବେ ମୋବାଇଲ ନମ୍ବର ୮୮୯୫୭୫୨୪୭୪ ଯୋଗେ ଅର୍ଡର କରିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories