Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଥିଲିରେ ଡାଇରିଆ ଆତଙ୍କ: ୨ ମୃତ, ୧୦ ଆକ୍ରାନ୍ତ 

Manini Pattanayak
Browse all articles by Manini Pattanayak
·1 year ago
ମାଥିଲିରେ ଡାଇରିଆ ଆତଙ୍କ: ୨ ମୃତ, ୧୦ ଆକ୍ରାନ୍ତ 

ମାଲକାନଗିରି:  ମାଲକାନଗିରି ମାଥିଲିରେ ଡାଇରିଆ ଆତଙ୍କ,  ୨ ମୃତ , ୧୦ ଆକ୍ରାନ୍ତ । କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଆକ୍ରାନ୍ତ ଚିହ୍ନଟ । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା ।

ଚିକିତ୍ସାଧିନ ଅବସ୍ଥାରେ ମାଥିଲି ଓ କୋରାପୁଟରେ ୨ ଜଣଙ୍କ ମୃତ୍ୟୁ । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଡାଇରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି ସ୍ବାସ୍ଥ୍ୟ ବିଭାଗ। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
cholera panic in Mathili: 2 dead, 10 infected | Argus News