Christmas / ବଡ଼ଦିନ ପାଇଁ ପାଇଁ ଚଳଚଞ୍ଚଳ ଚର୍ଚ୍ଚ
·6 months ago·2 min read

Key Points
ବଡ଼ଦିନ ପାଇଁ ପାଇଁ ଚଳଚଞ୍ଚଳ ଚର୍ଚ୍ଚ
ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ
ରଙ୍ଗୀନ୍ ଆଲୋକମାଳାରେ ଚମକୁଛି ଚର୍ଚ୍ଚ
ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ
ରଙ୍ଗୀନ୍ ଆଲୋକମାଳାରେ ଚମକୁଛି ଚର୍ଚ୍ଚ
ବଡ଼ଦିନ ପାଇଁ ପାଇଁ ଚଳଚଞ୍ଚଳ ଚର୍ଚ୍ଚ । ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଲାଗି ରହିଛି ଉତ୍ସାହ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ହୋଇଛି ଭବ୍ୟ ପ୍ରସ୍ତୁତି। ଘରକୁଘର ବୁଲି ପରସ୍ପରକୁ ବଡ଼ ଦିନର ଶୁଭେଛା ଜଣେଇବା ସହ ଖ୍ରୀଷ୍ଟମାସ ଦିନ କେକ କାଟି, ରଙ୍ଗୀନ ମହମବତୀ ଜଳାଇ ବେଶ ଧୁମଧାମରେ ପର୍ବ ପାଳିବାକୁ ହୋଇଛି ପ୍ରସ୍ତୁତି ।
ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ଆୟୋଜିତ ହେଉଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ କରି ବଡ଼ଦିନ ଉତ୍ସବ ଆରମ୍ଭ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ହୋଇଛି ଭବ୍ୟ ପ୍ରସ୍ତୁତି।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
ମଧ୍ୟ ରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ସେଥିପାଇଁ ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜିତ କରାଯାଇଛି । ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯିବା ସହ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସାମିଲ ହେବେ। ପ୍ରଭୁ ଯୀଶୁଙ୍କ ଧରାବତରଣ ସମୟରେ ଜଳିବ ରଙ୍ଗ ବେରଙ୍ଗର ମହମବତୀ । କୁହାଯାଏ ମହମବତୀ ଜାଳି ପ୍ରାର୍ଥନା କଲେ ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ଘରକୁଘର ବୁଲି ପରସ୍ପରକୁ ବଡ଼ ଦିନର ଶୁଭେଛା ଜଣେଇବା ସହ ଖ୍ରୀଷ୍ଟମାସ ଦିନ କେକ କାଟି, ରଙ୍ଗୀନ ମହମବତୀ ଜଳାଇ ବେଶ ଧୁମଧାମରେ ପର୍ବ ପାଳିବାକୁ ହୋଇଛି ପ୍ରସ୍ତୁତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories