ନବୀନ ନିବାସ ସମ୍ମୁଖରେ ଇଚ୍ଛା ମୃତ୍ୟୁ ପାଇଁ ଦାବିପତ୍ର ଦେଲେ ମ୍ୟୁନିସିପାଲିଟି ଠିକା କର୍ମଚାରୀ
·2 years ago

ଭୁବନେଶ୍ୱର: ଇଚ୍ଛା ମୃତ୍ୟୁ ପାଇଁ ଦାବିପତ୍ର । ଇଚ୍ଛା ମୃତ୍ୟୁ ପାଇଁ ନବୀନ ନିବାସ ସମ୍ମୁଖରେ କାର୍ଯ୍ୟରତ ପୋଲିସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଓଡ଼ିଶା ମ୍ୟୁନିସିପାଲିଟି ଠିକା କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦିଅ ନହେଲେ ଇଛା ମୃତ୍ୟୁ ପାଇଁ ଅନୁମତି ଦିଅ ଦାବିରେ ଓଡ଼ିଶାର ସମସ୍ତ ମୁନ୍ୟିସିପାଲଟି CEO, ଆକାଉଣ୍ଟ ଟିମ୍, MIS କମ୍ପ୍ୟୁଟର ପ୍ରୋଗ୍ରାମର କର୍ମଚାରୀ ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ହେଲେ ପୋଲିସ ଅନୁମତି ଦେଲା ନାହିଁ । ଫଳରେ ଠିକା କର୍ମଚାରୀ ମାନେ ଇଚ୍ଛା ମୃତ୍ୟୁ ପାଇଁ ଦାବିପତ୍ର ଦେଇଛନ୍ତି । 2010 ମସିହାରୁ ଠିକା ନିଯୁକ୍ତି ପାଇଛନ୍ତି ହେଲେ ସ୍ଥାୟୀ କର୍ମଚାରୀ ହୋଇପାରିନାହାନ୍ତି ।.
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: