Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିସାଇଲ ମାଡ଼ରେ ହିଜବୁଲ୍ଲାର 50 ଆତଙ୍କବାଦୀ ନିପାତ ହୋଇଥିବା ଦାବି

Rashmita Mishra
Browse all articles by Rashmita Mishra
·1 year ago
ମିସାଇଲ ମାଡ଼ରେ ହିଜବୁଲ୍ଲାର 50 ଆତଙ୍କବାଦୀ ନିପାତ ହୋଇଥିବା ଦାବି

ଅଗର୍ସ ବ୍ୟୁରୋ: ହିଜବୁଲ୍ଲା ଅଣ୍ଡରଗ୍ରାଉଣ୍ଡ କମାଣ୍ଡ ସେଣ୍ଟରକୁ ଇସ୍ରାଏଲର ଟାର୍ଗେଟ୍ ।  ମିସାଇଲ ମାଡ଼ରେ ହିଜବୁଲ୍ଲାର 50 ଆତଙ୍କବାଦୀ ନିପାତ ହୋଇଥିବା ଦାବି କରିଛି IDF । ହିଜବୁଲ୍ଲା ଆତଙ୍କବାଦୀଙ୍କ ବଙ୍କର ଉପରେ ଜୋରଦାର ମିସାଇଲ ମାଡ଼ ଜାରି ରଖିଛି ଇସ୍ରାଏଲ । ଇସ୍ରାଏଲ ଆକ୍ରମଣ ସମୟରେ ଅଣ୍ଡରଗ୍ରାଉଣ୍ଡରେ ହିଜବୁଲ୍ଲାର ସାଉଥ ଫ୍ରଣ୍ଟ ଓ ରାଡୱାନ ଫୋର୍ସର 6 କମାଣ୍ଡର ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Claims that 50 Hezbollah terrorists were killed in the missile attack | Argus News