Videos
|
Odisha

କୋଇଲା ବେପାରକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ  

Manini Pattanayak
Browse all articles by Manini Pattanayak
·2 years ago
କୋଇଲା ବେପାରକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ  

ସୁନ୍ଦରଗଡ:  କୋଇଲା ବେପାରକୁ ନେଇ ତୁମୁଳ କାଣ୍ଡ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ସୁନ୍ଦରଗଡ ହେମଗିରି ଥାନା ଗର୍ଜନ ବାହଲ ନିକଟରେ ଥିବା କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା।

ଉଭୟ ଗୋଷ୍ଠୀରୁ ଶହେ ରୁ ଉର୍ଦ୍ଧ୍ବ ଯୁବକ ଆସି ପରସ୍ପରକୁ ଆକ୍ରମଣ କରିଥିଲେ ।  ଶହେରୁ ଅଧିକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Clash between two groups over coal trade, matter in Sundargarh | Argus News