Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lingaraj Temple / ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଗଣ୍ଡଗୋଳ, ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି

Santosh Kumar Sahoo
Browse all articles by Santosh Kumar Sahoo
·5 months ago
ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଗଣ୍ଡଗୋଳ, ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି
Lingaraj Temple

Key Points

ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟରେ ଦୁଇ ସେବାୟତ ମୁହାଁମୁହିଁ
୨ ସେବାୟତଙ୍କ ମଧ୍ୟରରେ ଧସ୍ତାଧସ୍ତି ସାଙ୍ଗକୁ ମାରପିଟ ପରିସ୍ଥିତି
ସେବାୟତଙ୍କ ନିଜ ପରିବାର ଲୋକ ଦର୍ଶନ କରିବାକୁ ନେଇ ଉତ୍ତେଜନା
ମହାଶିବରାତ୍ରି ଅବସରରେ ଲିଙ୍ଗରାଜ ମନ୍ଦିରରେ ଅଘଟଣ । ଲିଙ୍ଗରାଜ ମନ୍ଦିର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ସାଙ୍ଗକୁ ମାରପିଟ ଭଳି ପରିସ୍ଥିତି ଉପୁଜିଥିଲା । ଏହା ପରେ ପୋଲିସ- ସେବାୟତଙ୍କ ମଧ୍ୟରେ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । ସେବାୟତଙ୍କ ନିଜ ପରିବାର ଲୋକ ଦର୍ଶନ କରିବାକୁ ନେଇ ଉତ୍ତେଜନା ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clash Between Servitor Groups at Lingaraj Temple During Maha Shivaratri | Argus News