Free Pucca House / ବଲାଙ୍ଗୀରରୁ PM ଆବାସ ଯୋଜନାର ଶୁଭାରମ୍ଭ; ସମସ୍ତଙ୍କୁ ପକ୍କାଘର ମିଳିବ କହିଲେ ମୁଖ୍ୟମନ୍ତ୍ରୀ
·1 hour ago·2 min read

Key Points
ବଲାଙ୍ଗୀରରୁ ପିଏମ୍ ଆବାସ ଯୋଜନାର ଶୁଭାରମ୍ଭ
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ
ସମସ୍ତଙ୍କୁ ପକ୍କା ଘର ପ୍ରଦାନ ଆମ ସମସ୍ତଙ୍କ ଲକ୍ଷ୍ୟ
୨ ବର୍ଷରେ ୫ ଲକ୍ଷରୁ ଅଧିକ ଗୃହ ପ୍ରଦାନ କରାଯାଇଛି
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ
ସମସ୍ତଙ୍କୁ ପକ୍କା ଘର ପ୍ରଦାନ ଆମ ସମସ୍ତଙ୍କ ଲକ୍ଷ୍ୟ
୨ ବର୍ଷରେ ୫ ଲକ୍ଷରୁ ଅଧିକ ଗୃହ ପ୍ରଦାନ କରାଯାଇଛି
ବଲାଙ୍ଗୀର: ସମସ୍ତଙ୍କୁ ପକ୍କା ଘର ପ୍ରଦାନ ଆମ ସମସ୍ତଙ୍କ ଲକ୍ଷ୍ୟ । ୨ ବର୍ଷରେ ୫ ଲକ୍ଷରୁ ଅଧିକ ଗୃହ ପ୍ରଦାନ କରାଯାଇଛି । ବଲାଙ୍ଗୀରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ଶିବରାଜ । ପିଏମ୍ ଆବାସ ଯୋଜନାରେ ବଡ଼ ଘୋଟାଲା ହୋଇଥିଲା । ପୂର୍ବ ବିଜେଡି ସରକାର ଓଡ଼ିଶାର ଗରିବ ଲୋକଙ୍କ ହକ୍ ଛଡ଼ାଇନେଇଥିଲା ବୋଲି ସେ କହିଛନ୍ତି ।
ପଢନ୍ତୁ ଏହି ଖବର: ରାଜ୍ୟ ସରକାରଙ୍କ ବଡ଼ ଭେଟି; ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ଦରମା ୧୬ ହଜାର ଟଙ୍କାକୁ ବୃଦ୍ଧି
- ୭ଲକ୍ଷ ହିତାଧିକାରୀଙ୍କୁ ଆବାସ ଘର
- ୬୦ ପୂରିଲେ ଗୋଟିଏ ମାସ ଭିତରେ ଭତ୍ତା ମିଳିବ
ପଢନ୍ତୁ ଏହି ଖବର: ରାଜ୍ୟ ସରକାରଙ୍କ ବଡ଼ ଭେଟି; ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ଦରମା ୧୬ ହଜାର ଟଙ୍କାକୁ ବୃଦ୍ଧି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବିଜେଡି ସରକାର ଉପରେ ବର୍ଷିଲେ ଶିବରାଜ