Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟ୍ ଦେଲେ, ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago
ଭୋଟ୍ ଦେଲେ, ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏରୋଡ୍ରାମ ୟୁପି ସ୍କୁଲର 114 ନମ୍ବର ବୁଥରେ ଭୋଟ ଦେଲେ ନବୀନ । ଭୋଟ ଦେବା ପରେ ନବୀନ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଜନ ସାଧାରଣଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଆଶା କରୁଛି । ଆମେ ରାଜ୍ୟରେ ଦୃଢ଼ ସରକାର ଗଠନ କରିବୁ । ଭୋଟ ଦେବାକୁ ଯିବା ବେଳେ ଲୋକଙ୍କୁ ଅଭିଵାଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।  ଭୋଟ ଦେଇ ଫେରିବା ପରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-naveen-pattnaik-cast-vote-at-bhubaneswar-114-number-booth | Argus News