Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସ୍ତାରେ ଗଲାବେଳେ ପଡ଼ିଲା ନଡ଼ିଆ ଗଛ: ୨ଜଣଙ୍କ ମୃତ୍ୟୁ

Odisha

ରାସ୍ତାରେ ଗଲାବେଳେ ପଡ଼ିଲା ନଡ଼ିଆ ଗଛ: ୨ଜଣଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ରାସ୍ତାରେ ଗଲାବେଳେ ପଡ଼ିଲା ନଡ଼ିଆ ଗଛ: ୨ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ଘରକୁ ଖୁସିରେ ଫେରୁଥିଲେ । ବାଟରେ ଜଗିଥିଲା ଯମ। ସ୍କୁଟିରେ ଆସୁଥିବାବେଳେ ଉପରେ ପଡିଥିଲା ନଡିଆ ଗଛ । ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆଉଜଣେ ଗୁରୁତର ଅଛନ୍ତି। ଏଭଳି ଅଘଟଣ ଘଟିଛି ନିମାପଡ଼ା – ରାଟିଲୋ ପଞ୍ଚାୟତରେ । ମୃତକମାନେ ହେଲେ ରେଟିଲୋ ପଞ୍ଚାୟତର ମିଥୁନ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନ। ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ମିଥୁନ ପ୍ରଧାନ,ତୁଷାର ରଞ୍ଜନ ବିଶ୍ଵାଳ ଓ ବିଶ୍ୱରଂଜନ ଆଚାର୍ୟ୍ୟ କନପୁର ଯାଇ ଫେରୁଥିବା ଅବସ୍ଥାରେ ସଗଡା ଅନ୍ତର୍ଗତ ଚିତ୍ରା ନିକଟରେ ଘଟିଛି ଏଭଳି ଅଘଟଣ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Coconut tree | Argus News