Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା , ବାଲେଶ୍ବରରୁ ଲଢିବେ ଲେଖାଶ୍ରୀ

Odisha

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା , ବାଲେଶ୍ବରରୁ ଲଢିବେ ଲେଖାଶ୍ରୀ

Manini Pattanayak
Browse all articles by Manini Pattanayak
·2 years ago
ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା , ବାଲେଶ୍ବରରୁ ଲଢିବେ ଲେଖାଶ୍ରୀ

ଭୁବନେଶ୍ୱର:  ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।  ଲୋକସଭା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବରରୁ ବିଜେଡିର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଲକ୍ଷ୍ମୀପୁରରୁ  ପ୍ରଭୁ ଜାନି, ପାରାଦୀପରୁ  ଗୀତାଞ୍ଜଳି ରାଉତରାୟ ବିଧାନସଭା ପ୍ରାର୍ଥୀ। 

ସେହିପରି ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ  ରୋହିତ ପୂଜାରୀ ତେଲକୋଇରୁ  ମାଧବ ସର୍ଦ୍ଦାର ଏବଂ  ତାଳଚେରରୁ ବ୍ରଜ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ସେହିପରି  ନର୍ଲାରୁ  ମନୋରମା ମହାନ୍ତି ଏବଂ ବାଲିଗୁଡ଼ାରୁ  ଚକ୍ରମଣୀ କହଁର,  ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି କରିଛି ବିଧାନସଭା ପ୍ରାର୍ଥୀ। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
comes the list of candidates for the fourth phase of BJD | Argus News