Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ

Odisha

କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ

Banajyotshna Ray
Browse all articles by Banajyotshna Ray
·1 year ago
କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ:  କଟୁରି ଦେଖାଇ ଝାଂପୁଥିଲେ ଚେନ । କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ । ୩ ହାର୍ଡକୋର ଅପରାଧୀଙ୍କୁ କାବୁ କଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ସୁନା ଚେନ, ମୋବାଇଲ, ମଟର ସାଇକେଲ ଜବତ । ଅଭିଯୁକ୍ତଙ୍କ ନାଁ ରେ ରହିଛି ୪୦ କେସ ।କଟୁରି ଦେଖାଇ ଝାଂପୁଥିଲେ ଚେନ ।କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ । ୩ ହାର୍ଡକୋର ଅପରାଧୀଙ୍କୁ କାବୁ କଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ  ସୁନା ଚେନ, ମୋବାଇଲ, ମଟର ସାଇକେଲ ଜବତ ହୋଇଛି..ଅଭିଯୁକ୍ତଙ୍କ ନାଁ ରେ ରହିଛି ୪୦ କେସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Commissionerate Police hand-picked gangs | Argus News