Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝାରପଡା ଜେଲରେ କମିଶନରେଟ ପୋଲିସର ରେଡ

Odisha

ଝାରପଡା ଜେଲରେ କମିଶନରେଟ ପୋଲିସର ରେଡ

Ritu Das
Browse all articles by Ritu Das
·2 years ago
ଝାରପଡା ଜେଲରେ କମିଶନରେଟ ପୋଲିସର ରେଡ

ଅର୍ଗସ ବ୍ୟୁରୋ: ଝାରପଡା ଜେଲରେ କମିଶନରେଟ ପୋଲିସର ରେଡ। ଡିପିସିଙ୍କ ନେତୃତ୍ବରେ ରେଡ କରିଛି ପୋଲିସ। ଜେଲର ସବୁ ସେଲରେ ଚାଲିଛି ଖାନ ତଲାସୀ। ଗତ ମଙ୍ଗଳବାର ଜେଲ ଭିତରେ ଗ୍ୟାଙ୍ଗ ୱାର ହୋଇଥିଲା। 

ନିଶା କାରବାରକୁ ନେଇ ପିଟାପିଟି ହୋଇଥିଲେ ଚକରା ଓ ଶମ୍ଭୁଆ ଗ୍ୟାଙ୍ଗ। ଏହା ପରେ ଆଜି ଡିସିପିଙ୍କ ନେତୃତ୍ବରେ ଜେଲରେ ରେଡ୍ କରିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Commissionerate police | Argus News