Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

Odisha

ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago
ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ଅବକାରୀ ବିଭାଗ ନାଁରେ ଅଭିଯୋଗ। ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ବାଲେଶ୍ୱରର ଜଣାଶୁଣା ମଦ ବ୍ୟବସାୟୀ ନବ କିଶୋର ରାୟଙ୍କ ଉପରେ ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟନୁଷ୍ଠାନକୁ ନେଇ ଅଭିଯୋଗ ହୋଇଛି। ଅବକାରୀ ବିଭାଗ ବ୍ୟବସାୟୀ ନବ କିଶୋର ରାୟଙ୍କୁ ଏକ୍ପପାରୀ ବିଅର ରଖିବା ଘଟଣାରେ ଗିରଫ କରିଥିଲା ।

ଦୀର୍ଘ ସମୟ ବିତିଯାଇଥିବା ପରେ ମଧ୍ୟ କୋର୍ଟ ଫରଓ୍ବାର୍ଡ କରି ନଥିଲା ଅବକାରୀ ବିଭାଗ। ତେବେ ଶକ୍ରବାର ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନବଙ୍କୁ ପୋଲିସ ପକ୍ଷରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Complaint against the Unemployment Department | Argus News