Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାର୍ଡ଼ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା

Swayangprajna Mishra
Browse all articles by Swayangprajna Mishra
·1 year ago
ବାର୍ଡ଼ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା

ଅର୍ଗସ ବ୍ୟୁରୋ : ବାର୍ଡ଼ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା। ରାଜ୍ୟରେ ବିଭିନ୍ନ ସ୍ଥାନରେ ବାର୍ଡ଼ଫ୍ଲୁ ଦେଖା ଦେଇଛି । ଏହାର ନିୟନ୍ତ୍ରଣ ପାଇଁ ପିପିଲି ଅଞ୍ଚଳରେ ବାର୍ଡ଼ଫ୍ଲୁ ବ୍ୟାପିବା ପରେ ପ୍ରଶାସନ କୁକୁଡ଼ା ଫାର୍ମ ଗୁଡ଼ିକୁ ଯାଞ୍ଚ କରି କୁକୁଡ଼ା ମରା ଅଭିଯାନ ଜାରି ରଖିଛି । ଏପରିସ୍ଥିତିରେ ଚିନ୍ତା ବଢ଼ାଉଛି ଭିତରକନିକା।

ଅଧିକ ପଢନ୍ତୁ : ବାଡ୍‌ ଫ୍ଲୁ' : ଅଣ୍ଡା ଚିକେନ୍‌ ଦେଖିଲେ ଡର ଲାଗୁଛି

 ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀମାନେ ବସାବାନ୍ଧି ଅଣ୍ଡା ଦେଉଛନ୍ତି ! ଜାତୀୟ ଉଦ୍ୟାନରେ ଥିବା ଲଷ୍ମୀପ୍ରସାଦିଆ, ଦୁର୍ଗାପ୍ରଶାଦିଆ ଓ ବାଲିଡିଆରେ ପକ୍ଷୀମାନେ ବଂଶବିସ୍ତାର ପାଇଁ ବସା ବାନ୍ଧିଛନ୍ତି । ତେବେ ଚିନ୍ତାର କାରଣ ସାଜିଛି ଜାତୀୟ ଉଦ୍ୟାନ ନିକଟରେ ଥିବା ଶତାଧିକ କୁକୁଡ଼ା ଫାର୍ମ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Concerns rise after bird flu spreads | Argus News