Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଶେଶ ଭସାଣିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Rashmita Mishra
Browse all articles by Rashmita Mishra
·1 year ago
ଗଶେଶ ଭସାଣିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଅର୍ଗସ ବ୍ୟୁରୋ: ଗଣେଶ ଭସାଣିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କଟକ ଖୁଣ୍ଟୁଣି ଧୁରୁଷିଆ ଗାଁରେ  ଗଣେଶ ଭସାଣି ବେଳେ ଛୁରା ମାଡ଼ । ଛୁରା ମାଡ଼ରେ ଜଣେ ମୃତ 4 ଜଣ ଗୁରୁତର ଥିବା ସୂଚନା । ଗାଁରେ  ଗଣେଶ ଭସାଣ ଚାଲିଥିବା ବେଳେ ଦୁଇଟି ମେଢ ମୂହାଁମୂହିଁ ହେବା ସହ 2 ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ପରେ ଛୁରା ମାଡ଼ ହୋଇଥିଲା ।  ଗୁରୁତରଙ୍କୁ ପ୍ରଥମେ ବ୍ରହୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ସୂର୍ଯ୍ୟକାନ୍ତ ସାମଲ । ସୁରକ୍ଷା ପାଇଁ ଧୁରୁଷିଆ ଗାଁରେ ପୋସିଲ ଫୋର୍ସ ମୁତୟନ ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Confusion between the two groups in Gashesh Bhasani | Argus News