Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୯ ଲୋକସଭା ପ୍ରାର୍ଥୀଙ୍କ ନା ଘୋଷଣା କଲା କଂଗ୍ରେସ

Jitendra Dash
Browse all articles by Jitendra Dash
·2 years ago
୯ ଲୋକସଭା ପ୍ରାର୍ଥୀଙ୍କ ନା ଘୋଷଣା କଲା କଂଗ୍ରେସ

ଅର୍ଗସ ବ୍ୟୁରୋ : କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା । ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । 

କେନ୍ଦୁଝର- ମୋହନ ହେମ୍ବ୍ରମ୍, ବାଲେଶ୍ବର - ଶ୍ରୀକାନ୍ତ ଜେନା, ଭଦ୍ରକ - ଅନନ୍ତ ପ୍ରସାଦ ସେଠୀ, ଯାଜପୁର - ଆଞ୍ଚଲ ଦାସ, ଢେଙ୍କାନାଳ  - ସୁସ୍ମିତା ବେହେରା, କେନ୍ଦ୍ରାପଡ଼ା - ଶ୍ରୀଧର ସ୍ବରୂପ ଦାସ, ଜଗତସିଂହପୁର - ରବୀନ୍ଦ୍ର କୁମାର ସେଠୀ, ପୁରୀ - ସୁଚରିତା ମହାନ୍ତି, ଭୁବନେଶ୍ବର - ୟାସିର ନୱାଜ୍ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Congress announced no to 9 Lok Sabha candidates | Argus News