Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୯ ବିଧାନସଭା ଓ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ

Banajyotshna Ray
Browse all articles by Banajyotshna Ray
·2 years ago
୪୯ ବିଧାନସଭା ଓ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି କଂଗ୍ରେସ । ୪୯ ବିଧାନସଭା ଓ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା । ବିଧାନସଭା ଆସନରେ ନୂଆପଡ଼ାରୁ ଲଢିବେ ଶରତ ପଟ୍ଟନାୟକ । ନର୍ଲାରୁ ଭକ୍ତଚରଣ ଦାସ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ ମୈଦାନକୁ ଓହ୍ଲାଇବେ । ସେହିପରି ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ, ଜୟପୁରରୁ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗିରୁ ରାମାଚନ୍ଦ୍ର କାଡାମଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଲୋକସଭା ଆସନରେ କୋରାପୁଟରୁ ସପ୍ତଗିରି ଉଲାକା, ନବରଙ୍ଗପୁରରୁ ଭୁଜବଳ ମାଝୀ, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ବରଗଡ଼ରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରି ଲଢିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Announces Names Of Candidates For 8 Lok Sabha, 49 Assembly Seats In Odisha | Argus News