କଂଗ୍ରେସ ବଦଳାଇଲା ପ୍ରାର୍ଥୀ
·1 year ago

ଅର୍ଗସ ବ୍ୟୁରୋ: କଂଗ୍ରେସ ବଦଳାଇଲା ପ୍ରାର୍ଥୀ। ଦିଗପହଣ୍ଡି ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ପ୍ରଥମେ ଶ୍ରୀଧର ଦେବଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। କଂଗ୍ରେସ ସୁଜିତ କୁାମରଙ୍କୁ କ୍ରାର୍ଥୀ କଲା। ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଛି । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ ରୂପେ ଠିଆ ହୋଇଛନ୍ତି । ଏନେଇ ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସନ ଏକ ଗୁରୁତ୍ୱପୂର୍ଣ୍ଣ ସିଟ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: