Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତ ଛାଡିଲେ କଂଗ୍ରେସ ନେତା ନବୀନ ଦାସ

Smruti Parija
Browse all articles by Smruti Parija
·2 years ago
ହାତ ଛାଡିଲେ କଂଗ୍ରେସ ନେତା ନବୀନ ଦାସ

ଢେଙ୍କାନାଳ: ହାତ ଛାଡ଼ିଲେ ଢ଼େଙ୍କାନାଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଏଆଇସିସି ସଭାପତି ମାଲିକାର୍ଯୁନ ଖଡଗେଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି ନବୀନ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ସହ କଂଗ୍ରେସର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି, ଓଡ଼ାପଡ଼ା ଓ ସଦର ବ୍ଲକ୍ ସଭାପତି, ମଧ୍ୟ ହାତ ଛାଡିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress leader Naveen Das -leave-congress | Argus News