Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗିରରେ  ପହଞ୍ଚିଲେ  କଂଗ୍ରେସ ନେତା ରାହୁଲ ଗାନ୍ଧି 

Manini Pattanayak
Browse all articles by Manini Pattanayak
·2 years ago
ବଲାଙ୍ଗିରରେ  ପହଞ୍ଚିଲେ  କଂଗ୍ରେସ ନେତା ରାହୁଲ ଗାନ୍ଧି 

ବଲାଙ୍ଗିର: ବଲାଙ୍ଗିରରେ  ପହଞ୍ଚିଛନ୍ତି  କଂଗ୍ରେସ ନେତା ରାହୁଲ ଗାନ୍ଧି।  ଝାରସୁଗୁଡାରୁ ସ୍ୱତନ୍ତ୍ର  ହେଲିକପ୍ଟରରେ ବଲାଙ୍ଗିର ଗଲେ ରାହୁଲ। 


ଆରଟିଓ ଛକରୁ ବାଇକ ରାଲି ସହ  କୋଶଳ କଳାମଣ୍ଡଳ ସମାବଶରେ ଯୋଗଦେବେ ରାହୁଲ।  କିଛି ସମୟ ପରେ ନିର୍ବାଚନ ସଭାକୁ କରିବେ ସମ୍ବୋଧନ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress leader Rahul Gandhi reached Balangir | Argus News