Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସର ପିଇସି କମିଟି ବୈଠକ

Smruti Parija
Browse all articles by Smruti Parija
·2 years ago
ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସର ପିଇସି କମିଟି ବୈଠକ

ଅର୍ଗସ ବ୍ୟୁରୋ: ମାର୍ଚ୍ଚ ପହିଲାରେ କଂଗ୍ରେସର ଟିକେଟ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ଟିକେଟ ଘୋଷଣା କରିବ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 70ଟି ଟିକେଟ ଘୋଷଣା କରାଯିବ । ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସ ସଭାପତି ଏନେଇ ସୂଚନା ଦେଇଛନ୍ତି । ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିର୍ବାଚନ କମିଟିର 23 ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ପ୍ରଗମନ ଆପ୍ ରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା ହେବ ।  
 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Pec Committee meeting to issue advance tickets | Argus News