Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ତ୍ରୀଙ୍କ ଦୁର୍ନୀତି ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

Banajyotshna Ray
Browse all articles by Banajyotshna Ray
·2 years ago
ମନ୍ତ୍ରୀଙ୍କ ଦୁର୍ନୀତି ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

ଅର୍ଗସ ବ୍ୟୁରୋ: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ବର୍ଷିଲା କଂଗ୍ରେସ । ମନ୍ତ୍ରୀଙ୍କ ଦୁର୍ନୀତି ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ରାଜେନ୍ଦ୍ର ଢୋଲକିଆ ସିମେଣ୍ଟ, ବାଲି, ରଡ଼ ଗିଳିଛନ୍ତି ଓ MLA ଲାଡ଼ ଫଣ୍ଡକୁ ହରିଲୁଟ କରିଛନ୍ତି । ଅନ୍ବେଶା ଯୋଜନାରେ ସ୍କୁଲକୁ ଦିଆଯାଉଥିବା ଅନୁଦାନକୁ ଚଳୁ କରିବା ସହ ବିଜୁ ସ୍ବାସ୍ଥ୍ୟକାର୍ଡ ଧାରୀ ରୋଗୀଙ୍କୁ ରାୟପୁର ପଠେଇ ଘରୋଇ ମେଡିକାଲ ଠାରୁ ଟଙ୍କା ଲୁଟିଥିବା କଂଗ୍ରେସ ଅଭିଯୋଗ କରଛି । ମନ୍ତ୍ରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସିବା ଓ ଲୋକ ଜିଲ୍ଲା ବନ୍ଦ କରିବା ଦୁର୍ଭାଗ୍ୟର କଥା ବୋଲି ପ୍ରେସମିଟ୍ କରି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress target to Rajendra Dholakia | Argus News