Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ନୀତି ଲୁଚାଇବାକୁ ଷଡ଼ଯନ୍ତ୍ର, ରାତି ଅଧିଆ ଚାରା ରୋପଣ  

Manini Pattanayak
Browse all articles by Manini Pattanayak
·2 years ago
ଦୁର୍ନୀତି ଲୁଚାଇବାକୁ ଷଡ଼ଯନ୍ତ୍ର, ରାତି ଅଧିଆ ଚାରା ରୋପଣ  

ପୁରୀ: ଦୁର୍ନୀତି ଲୁଚାଇବାକୁ ଷଡ଼ଯନ୍ତ୍ର । ରାତି ଅଧିଆ ଟର୍ଚ୍ଚ ଆଲୁଅରେ ଚାରା ରୋପଣ । ଖୋର୍ଦ୍ଧା ଡିଭିଜନ୍ ଡେଲାଙ୍ଗ ରେଞ୍ଜରଙ୍କ ଅଜବ ନୀତି । କୋଟିଏ ଟଙ୍କାର ଚାରା ଦୁର୍ନୀତି ନେଇ ପୂର୍ବରୁ ଅର୍ଗସରେ ହୋଇଥିଲା ଖବର ପ୍ରସାରଣ । ଆଉ ଏବେ ଦୁର୍ନୀତି ଉପରେ ପରଦା ଘୋଡାଇବାକୁ ରାତିରେ ଚାରା ରୋପଣ କରୁଛନ୍ତି ବନ ଅଧିକାରୀ । 


ପୂର୍ବରୁ ରାସ୍ତା ପାର୍ଶ୍ବରେ ଗଛ ନଲଗାଇ କୋଟିଏ ଟଙ୍କା ବିଲ୍ ଉଠାଇ ଦେଇଥିଲା ଡେଲାଙ୍ଗ ବନବିଭାଗ । ଲୋକଙ୍କ ଅଭିଯୋଗ ସହ ରାସ୍ତାର ଦୃଶ୍ୟ ଦେଖାଇଥିଲୁ ଆମେ । ପ୍ରଶ୍ନ, ରାତି ଅଧରେ ଟର୍ଚ୍ଚ ଲଗାଇ କାହିଁ ଚାରା ରୋପଣ କରୁଛି ବନ ବିଭାଗ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored