Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଷେୟା ଭାବେ ନିୟୋଜିତ ଥିବା କନେଷ୍ଟବଳଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago
ରୋଷେୟା ଭାବେ ନିୟୋଜିତ ଥିବା କନେଷ୍ଟବଳଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ:  ଟ୍ରେନରେ କଟି କନେଷ୍ଟବଳଙ୍କ ମୃତ୍ୟୁ । ରାୟଗଡା ରେଳଷ୍ଟେସନ୍ ନିକଟରେ ଘଟିଛି ଅଘଟଣ । ମୃତକ ଗାନ୍ଧିନଗର ତୃତୀୟ ଧାଡିର କୁକ.ବି.ହରିଶଙ୍କର ରାଓ । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ । କେଉଁ କାରଣରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ହିଁ ପନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
constable dies after being cut in a train | Argus News