Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାଲୁକା କଳା ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ନିର୍ମାଣ

Odisha

ବାଲୁକା କଳା ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ନିର୍ମାଣ

Ritu Das
Browse all articles by Ritu Das
·2 years ago
ବାଲୁକା କଳା ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ନିର୍ମାଣ

ଅର୍ଗସ ବ୍ୟୁରୋ: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଗାଁରୁ ସହର ସବୁଠି ଉତ୍ସବର ମାହୋଲ। କିଏ ଦୀପ ଜାଳି ତ ଆଉ କିଏ ମନ୍ଦିର ସଫେଇ କରି ପ୍ରଭୁ ରାମଲାଲାଙ୍କୁ ସ୍ୱାଗତ କରୁଛନ୍ତି। 

ସେହିଭଳି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହରିପୁର ଗ୍ରାମର ବାଲୁକା ଶିଳ୍ପୀ ସନ୍ତୋଷ କୁମାର ପ୍ରଧାନ 14ଫୁଟ ଲମ୍ବ ଓ 12ଫୁଟ ଓସାରର ବାଲୁକା କଳା ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ହରିପୁର ଗ୍ରାମର ଗ୍ରାମଦେବୀ ମା' ପଠାଣିଆଙ୍କ ପ୍ରାଙ୍ଗଣରେ ନିର୍ମାଣ ହୋଇଛି ଏହି ବାଲୁକା କଳା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Construction of Lord Ramlala | Argus News