ବର୍ଷା ପ୍ରିୟଦର୍ଶିନୀଙ୍କ ବଡଚଣା ଟିକେଟକୁ ନେଇ ବଢିଲା ବିବାଦ
·2 years ago

ବଡଚଣା : ବଡଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଟିକେଟକୁ ନେଇ ବଢିଲା ବିବାଦ । ବଡଚଣାରୁ ବିଜେଡିରୁ ଟିକେଟ ପାଇବା ଅସନ୍ତୋଷ ଦେଖିବାକୁ ମିଳିଛି । ଅସନ୍ତୋଷ ଗୋଷ୍ଠୀଙ୍କୁ ମନେଇବା ଲାଗି ଶଙ୍ଖ ଭବନରେ ମାନସ ମନ୍ଥନ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଶଙ୍ଖ ଭବନରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଯେଉଁଥିରେ ବଡଚଣା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତରେ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ : ବିଜେଡି ପ୍ରାର୍ଥୀ ତାଲିକା, ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ଏହି ବୈଠକରେ ଯାଜପୁର ସାଂସଦ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ ଥିବା ବେଳେ ଅମର ପ୍ରସାଦ ଶତପଥୀ ଅନୁପସ୍ଥିତ ଥିବା ସୂଚନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: