Videos
|
Odisha

ମଦ ବାରରେ ଚାଲିଛି ନକଲି ବିଦେଶୀ ମଦର କାରବାର

Banajyotshna Ray
Browse all articles by Banajyotshna Ray
·2 years ago
ମଦ ବାରରେ ଚାଲିଛି ନକଲି ବିଦେଶୀ ମଦର କାରବାର

ଅର୍ଗସ ବ୍ୟୁରୋ: ମଦ ବାରରେ ଚାଲିଛି ନକଲି ବିଦେଶୀ ମଦର କାରବାର । ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ମଦ। କିଛି ଗ୍ରାହକଙ୍କ ଠାରୁ ଏଭଳି ଅଭିଯୋଗ ପାଇଲା ପରେ ଅବକାରୀ ବିଭାଗ ପକ୍ଷରୁ ବାର ଉପରେ ଚଢ଼ାଉ କରାଯାଇଛି। ଅବକାରୀ ଟିମ୍ ଦ୍ଵାରା ଏଠାରେ ଚଢ଼ାଉ କରି କିଛି ମଦ ସମ୍ପୂଲ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Counterfeit foreign liquor is being traded in liquor bars | Argus News