Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ଟି ମେସିନରେ ଗଣତି,୯ କର୍ମଚାରୀ ଥିଲେ ନିୟୋଜିତ

Manini Pattanayak
Browse all articles by Manini Pattanayak
·2 years ago
୫ଟି ମେସିନରେ ଗଣତି,୯ କର୍ମଚାରୀ ଥିଲେ ନିୟୋଜିତ

ସମ୍ବଲପୁର:  ସମ୍ବଲପୁରରୁ ମିଳିଲା ୩୭ କୋଟି।  ୩ ଦିନ ଧରି ଚାଲିଥିବା  ଗଣତି ଶେଷ ହୋଇଛି ସମ୍ବଲପୁରରେ।  

ଅଧିକ ପଢନ୍ତୁ :ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି

ସମ୍ବଲପୁରେ ମଦ  ବ୍ୟବସାୟୀଙ୍କଠୁ ମିଳିଲା ୩୭ କୋଟି। ୫ଟି ମେସିନରେ ଗଣତି, ୯ କର୍ମଚାରୀ ଥିଲେ ନିୟୋଜିତ। ତେବେ ଜବତ ଟଙ୍କାରେ  ୫୦,୧୦୦,୨୦୦,୫୦୦ ଟଙ୍କଆ ନୋଟ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Counting is over in Sambalpur. 37 crores was recovered from liquor dealers in Sambalpur. A total of 5 machines, 9 workers were employed. | Argus News