Videos
|
Odisha

କଡ଼ା ସୁରକ୍ଷାରେ ଆରମ୍ଭ ହେଲା ଭୋଟଗଣତି

Ritu Das
Browse all articles by Ritu Das
·2 years ago
କଡ଼ା ସୁରକ୍ଷାରେ ଆରମ୍ଭ ହେଲା ଭୋଟଗଣତି

ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ଭୋଟ ଗଣତି। ଏଥିପାଇଁ  ପ୍ରତି ଭୋଟ ଗଣତି କେନ୍ଦ୍ରରେ  ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପ୍ରଶାସନ। 

ଭୋଟ ଗଣତି ପାଇଁ ଦାୟିତ୍ୱ ରେ ଥିବା କର୍ମଚାରୀ ମାନେ  କେନ୍ଦ୍ର ଭିତରକୁ ପ୍ରବେଶ କରୁଛନ୍ତି। ସକାଳ ୮ଟା ଠାରୁ ପ୍ରଥମେ ବାଲାଟ ଭୋଟ ଗଣତି ହେବାପରେ ଇଭିଏମ ଗଣତି ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Counting of votes | Argus News