Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

LED  ବିଜ୍ଞାପନ ନାମରେ ୨ କୋଟି ଠକି ନେଲେ  ଦମ୍ପତି 

Manini Pattanayak
Browse all articles by Manini Pattanayak
·2 years ago
LED  ବିଜ୍ଞାପନ ନାମରେ ୨ କୋଟି ଠକି ନେଲେ  ଦମ୍ପତି 

 ଭୁବନେଶ୍ୱର:  ଏଲଇଡିରେ ବିଜ୍ଞାପନ ନାମରେ ୨ କୋଟି ଟଙ୍କା ଠକେଇ କରିଛନ୍ତି ଦମ୍ପତି। ଘଟଣାରେ ସ୍ବାମୀ ଫେରାର ହୋଇଯାଇଥିବାବେଳେ ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଗିରଫ ମହିଳା ହେଲେ ରାମି ଭୂୟାଁ ଓରଫ ରମି ପୃଷ୍ଟି । ମୁମ୍ବାଇର ଏକ ବିଲ୍ଡର ଅଫିସରେ କାମ କରୁଥିଲେ ।

Quick click add media ଜରିଆରେ ଓଡ଼ିଶାର ଏକାଧିକ ଜିଲ୍ଲାର ଲୋକଙ୍କୁ ଠକେଇ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Couple scammed 2 crores in the name of LED advertisement | Argus News