Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଭିଡର ନୂଆ ଭାରିଆଣ୍ଟ JN-1ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ

Odisha

କୋଭିଡର ନୂଆ ଭାରିଆଣ୍ଟ JN-1ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ

Banajyotshna Ray
Browse all articles by Banajyotshna Ray
·2 years ago
କୋଭିଡର ନୂଆ ଭାରିଆଣ୍ଟ JN-1ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN-1ରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 2 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁସ୍ଥ ଥିବାବେଳେ ସେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି। ଓଡିଶାରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେଲେଣି। ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Covid JN.1 sub-variant enters Odisha, 2 cases detected | Argus News